Malyagiri Shooting Video: ମାଲ୍ୟଗିରି ଫିଲ୍ମର ସୁଟିଂ ସେଟ୍ ଭିଡିଓ ସେୟାର କଲେ ବାବୁସାନ, ଆପଣ ଦେଖିଛନ୍ତି ତ?

ରଶ୍ମିତା ସାହୁ Thu, 28 Sep 2023-12:56 pm,

ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ ମାଲ୍ୟଗିରି । ଏଥିରେ ଓଲିଉଡର ଦୁଇ ସୁପରଷ୍ଟାର ବାବୁସାନ ମହାନ୍ତି ଓ ଅମ୍ଳାନଙ୍କୁ ଦେଖିବାକୁ ପାଇବେ ଦର୍ଶକ । ସେହିପରି ଅଭିନେତ୍ରୀ ଶିବାନୀ ଓ ସୂର୍ଯ୍ୟମୟୀ ବି ନିଜ ଅଭିନୟର ଯାଦୁ ଦେଖାଇବାକୁ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି । ତେବେ ଅଭିନେତା ବାବୁସାନ ମହାନ୍ତି ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓଟି ମାଲ୍ୟଗିରି ଫିଲ୍ମ ସୁଟିଂ ସମୟର ବୋଲି ଜଣାପଡୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link