Video: ପାରିଜାତ ପିଠା ସମ୍ପର୍କରେ ବୁଝାଇଲେ ଅଭିନେତା ବବି ମିଶ୍ର

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Oct 2023-9:58 pm,

Video: ନିକଟରେ ଓଲିଉଡର କିଛି କଳାକାର ବାବୁସାନ ମହାନ୍ତିଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଏକ ଛୋଟ ଭୋଜୀର ଆୟୋଜନ କରାଯାଇଥିଲା । ଗୋଟିଏ ସ୍ଥାନରେ ଅନେକ କଳାକାର ଏକାଠି ହୋଇଥିବାରୁ ଖୁବ ମଜା ମସ୍ତି ହେଉଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ଓଲିଉଡ ଅଭିନେତା ବବି ମିଶ୍ର ହାତରେ ଧରିଥିଲେ ପାରିଜାତ ପିଠା । ପିଠା ଖାଇବା ଆଗରୁ ବବି ମିଶ୍ର ପିଠାକୁ ଦେଖି ଖୁବ ଖୁସି ହୋଇଯାଇଥିଲେ । ନିଜର ପ୍ରଶଂସକଙ୍କୁ ପିଠା ସମ୍ପର୍କରେ ଏକ ଭିଡିଓ ମାଧ୍ୟମରେ ବୁଝାଇବାକୁ ଚାହିଁଲେ । ଏହି ଭିଡିଓଟିରେ ଦର୍ଶକଙ୍କର ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link