Video: ପୁଣି ବେଙ୍ଗଲି ପ୍ରେମରେ ପଡିଲେ ଅଭିନେତା ବବି ମିଶ୍ର, ଶୁଣନ୍ତୁ ତାଙ୍କ ସ୍ୱର

Video: ଅଭିନେତା ବବି ମିଶ୍ରଙ୍କୁ ନେଇ ଅନେକ ବାଦ ବିବାଦ ପୂର୍ବରୁ ସାମ୍ନାକୁ ଆସିଛି । ପତ୍ନୀ କୋଏଲ ବାନାର୍ଜୀଙ୍କୁ ଛାଡ ପତ୍ର ଦେବା ପରେ ବବି ମିଶ୍ର ଏବେ ଏକାକୀ ଜୀବନ ବିତାଉଛନ୍ତି । ଅନେକ ସମୟରେ ନିଜେ ଗୀତ ଗାଉଛନ୍ତି । ଆଜି ବବି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ବେଙ୍ଗଲି ଗୀତ ଗାଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link