Video: ଫ୍ୟାନଙ୍କ ସହ ରିଲ୍ସ ବନାଇଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭାଇରାଲ୍ ହେଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 07 Dec 2023-10:29 pm,

Video: ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଫ୍ୟାନ୍ସମାନଙ୍କ ସହିତ ସମୟ ବିତାଇବାକୁ ଖୁବ୍ ଭଲ ପାଆନ୍ତି । ଫ୍ୟାନ୍ସଙ୍କ ଡିମାଣ୍ଡ ପୂରଣ ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ନିକଟରେ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ବୁଦ୍ଧାଦିତ୍ୟଙ୍କୁ ଦେଖି ପ୍ରଶଂସକମାନେ ଭିଡ ଜମାଇଥିଲେ । ଭିଡ ମଧ୍ୟରେ ବୁଦ୍ଧାଦିତ୍ୟଙ୍କ ସହିତ ଫଟୋ ଉଠାଇଥିଲେ ପ୍ରଶଂସକ । ଏହାରି ମଧ୍ୟରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ସୋସିଆଲ ମିଡିଆରେ । ଯେଉଁଥିରେ ଦେଖିବାକୁ ମିଳିଛି ବୁଦ୍ଧାଦିତ୍ୟ ନିଜ ପ୍ରଶଂସକଙ୍କ ସହିତ ରିଲ୍ସ ବନାଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link