Video: ଧନତେରାସ ପୂର୍ବରୁ ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀଙ୍କ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 28 Oct 2024-10:54 pm,

Video: ୨୯ ଅକ୍ଟୋବର ଧନତେରାସ ପାଳନ କରାଯିବ । ତେବେ ଏହି ଅବସରରେ ଓଲିଉଡ ଅଭିନେତା ପୁପିନ୍ଦରଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ଜିନା ସାମଲ ପାଣିଗ୍ରାହୀ ପୁପିନ୍ଦରଙ୍କୁ ଧନ ମାଗୁଛନ୍ତି ସୁନା କିଣିବା ପାଇଁ । କିନ୍ତୁ ପୁପିନ୍ଦର ସେମାନଙ୍କୁ ରୋକଠୋକ୍ ମନା କରିଦେଇଛନ୍ତି । ଏହି ଭିଡିଓଟିକୁ ଦେଖି ପ୍ରଶଂସକ ଖୁବ ମଜା ନେଇଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link