Video:ଓଲିଉଡ ଅଭିନେତା ଶୈଳେନ୍ଦ୍ର ଓ ଅଭିନେତ୍ରୀ ଦିବ୍ୟାଙ୍କ ଡ୍ୟାନ୍ସ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 10 Oct 2023-10:57 pm,

Video: ଓଲିଉଡ ନାୟକ ଶୈଳେନ୍ଦ୍ର ଖୁବ କମ ବୟସରେ ଅନେକ ସଫଳତା ପାଇଛନ୍ତି । ଅନେକ ମ୍ୟୁଜିକ ଭିଡିଓ ସହିତ ସିନେମାରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ସେହିପରି ଅଭିନେତ୍ରୀ ଦିବ୍ୟା ମଧ୍ୟ ଅନେକ ହିଟ୍ ସିନେମା ଭେଟି ଦେଇଛନ୍ତି ଦର୍ଶକଙ୍କୁ । ନିକଟରେ ଶୈଳେନ୍ଦ୍ର ଓ ଦିବ୍ୟା ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ପ୍ରେମ ଖଞ୍ଜଣୀ'ରେ ଏକ ରିଲ୍ସ ବନେଇଥିଲେ ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link