Video: ଝରଣା କୂଳରେ କ`ଣ କରୁଛନ୍ତି ଅଭିନେତା ଶ୍ରୀତମ ? ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 03 Sep 2024-9:34 pm,

Video: ଓଲିଉଡ ଅଭିନେତା ଶ୍ରୀତମ ଦାସ ପ୍ରାୟ ଅଧିକାଂଶ ସିନେପ୍ରେମୀଙ୍କ ପ୍ରିୟ । ଶ୍ରୀତମଙ୍କ ଅଭିନିତ ପ୍ରତିଟି ସିନେମା ଦର୍ଶକଙ୍କ ପାଇଁ ପାଲଟିଥାଏ ସ୍ୱତନ୍ତ୍ର । କର୍ମମୟ ଜୀବନରୁ ଟିକିଏ ଫୁରସତ ପାଇଲେ ଶ୍ରୀତମ ନିଜର ମନ ପସନ୍ଦର ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ବର୍ତ୍ତମାନ ଶ୍ରୀତମଙ୍କର ଏକ ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି । ସେହି ଭିଡିଓରେ ଶ୍ରୀତମ ଏକ ଝରଣା କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link