Video: ସାଇବାବାଙ୍କ ଚରଣରେ ଓଲିଉଡ ଅଭିନେତା ସୁମନ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 14 Oct 2023-9:42 pm,

Video: ଓଲିଉଡ ଅଭିନେତା ସୁମନ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପ୍ରାୟ ଅଧିକାଂଶ ନାୟକ ନାୟିକାଙ୍କ ସହ କାମ କରିଥିବାରୁ ସୁମନଙ୍କୁ ପ୍ରତି ଓଡ଼ିଆ ଖୁବ ଭଲ ଭାବରେ ଜାଣନ୍ତି । ବର୍ତ୍ତମାନ ସୁମନ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ୍ ରହୁଛନ୍ତି । ଇନଷ୍ଟାଗ୍ରାମରେ ସେ ଅନେକ ରିଲ୍ସ ତିଆରି କରୁଛନ୍ତି । ଫ୍ୟାନ୍ସମାନେ ଲାଇକ୍ ଓ କମେଣ୍ଟ ମାଧ୍ୟମରେ ସୁମନଙ୍କୁ ଭନେକ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link