Video: ଓଲିଉଡ ଅଭିନେତ୍ରୀ ଅନୁଭାଙ୍କ ଦମଦାର ରିଲ୍ସ,

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 24 Oct 2023-10:30 pm,

Video: ଓଲିଉଡ ଅଭିନେତ୍ରୀ ଅନୁଭା ଅନେକ ଗୁଡିଏ ସିନେମାରେ ନାୟିକା ଭୂମିକାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ଲୋକପ୍ରିୟ ନାୟିକା ହୋଇପାରିଛନ୍ତି । ବେଶ୍ କିଛି ମାସ ହେବ ଅନୁଭାଙ୍କ ନୂଆ ସିନେମା ଆସିନଥିବାବେଳେ ଦର୍ଶକେ ଅନୁଭାଙ୍କ ନୂଆ ସିନେମାକୁ ଅପେକ୍ଷା କରିଛନ୍ତି । ତେବେ ସୋସିଆଲ ମିଡିଆରେ ଦର୍ଶକଙ୍କ ସହ ଯୋଡି ହୋଇ ରହିଛନ୍ତି ଅନୁଭା । ନିକଟରେ ସେ ଏକ ରିଲ୍ସ ପ୍ରସ୍ତୁତ କରି ଇନଷ୍ଟାରେ ସେୟାର କରିଛନ୍ତି । ରିଲ୍ସଟିରେ ଅନୁଭାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link