Video: ପୂଜାରେ ଏମିତି ମାଆଙ୍କ ଦର୍ଶନ କଲେ ଅଭିନେତ୍ରୀ ଅର୍ଚ୍ଚିତା, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 11 Oct 2024-9:06 pm,

Video; ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପାର୍ବଣର ପବିତ୍ର ଲଗ୍ନରେ ମାଆ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଶାଢୀ ପିନ୍ଧି ପୂଜା ପେଣ୍ଡାଲରେ ନଜର ଆସିଥିଲେ ଅଭିନେତ୍ରୀ ଅର୍ଚ୍ଚିତା । ସେ ନିଜେ ଏହି ଭିଡିଓ ସୋସିଆଲ ମିଡିଆରେ ନିଜେ ସେୟାର କରିଛନ୍ତି ଏବଂ ଲୋକଙ୍କ ପ୍ରଶଂସା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link