Archita New Video: ସୋସାଇଟିରେ ବୁଲିବୁଲି ପରିବା ବିକୁଛନ୍ତି ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ

Wed, 06 Dec 2023-2:13 pm,

ପୁଣି ଏକ ନୂଆ ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଭିଡିଓରେ ସେ ସୋସାଇଟିରୁ ସୋସାଇଟି ବୁଲି ବୁଲି ପରିବା ବିକୁଥିବା ନଜର ଆସିଛନ୍ତି । ଏକ ଲୁନାରେ ପରିବା ବୋଝେଇ ବ୍ୟାଗ ଧରି ବୁଲୁଛନ୍ତି ଅର୍ଚ୍ଚିତା । ହେଲେ ଏଠାରେ କହିରଖୁଛୁ ଯେ, ଅଭିନେତ୍ରୀ ଅର୍ଚ୍ଚିତା ସତରେ ପରିବା ବିକୁନାହାଁନ୍ତି ବରଂ ଏହା ଏକ ସୁଟିଂ ସେଟର ଭିଡିଓ। ମାର୍ଗଶୀର ଗୁରୁବାର କୁ ନଜରରେ ରଖି ଆସୁଛି ଫିଲ୍ମ 'ନମସ୍ତେ କମଳା ମାଗୋ' । ଏଥିରେ ଦେବୀ ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link