Video: ସୁଭଦ୍ରା ଯୋଜନା ବିଷୟରେ ଏମିତି କହିଲେ ଅଭିନେତ୍ରୀ ବିଦୁସ୍ମିତା

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 06 Sep 2024-7:21 pm,

Video: ରାଜ୍ୟ ସରକାରଙ୍କ ଐତିହାସିକ ସୁଭଦ୍ରା ଯୋଜନାକୁ ନେଇ ଆରମ୍ଭ ହୋଇଛି ଗୀତ ସୁଟିଂ । ଗୀତ ମାଧ୍ୟମରେ ଲୋକଙ୍କୁ ସୁଭଦ୍ରା ବିଷୟରେ ଅବଗତ କରାଯିବ । ଏହି ଗୀତଟିରେ ଅଭିନୟ କରିଛନ୍ତି ୩ ଜଣ ଅଭିନେତ୍ରୀ । ବିଦୁସ୍ମିତା, ଜୟା ଏବଂ କୁକିଜଙ୍କ ଦମଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ସୁଟିଂ ସମୟରେ ଅଭିନେତ୍ରୀ ବିଦୁସ୍ମିତା ଏହି ସୂଚନା ଦେଇଛନ୍ତି ନିଜ ସୋସିଆଲ ମିଡିଆରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link