Video: ଲିପ୍ସା ମିଶ୍ର ଓ ଚାନ୍ଦିନୀଙ୍କ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 01 Nov 2023-10:42 pm,

Video: ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ଓ ଚାନ୍ଦିନୀଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରନ୍ତି । ସୋସିଆଲ୍ ମିଡିଆରେ ଉଭୟଙ୍କର ଅନେକ ଫଲୋଅର୍ସ ରହିଛନ୍ତି ଯେଉଁମାନେ ସେମାନଙ୍କର ପ୍ରତିଟି ପୋଷ୍ଟରେ କମେଣ୍ଟ୍ ଦେଇଥାନ୍ତି । ନିକଟରେ ଲିପ୍ସା ପୋଷ୍ଟ କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡିଓଟିରେ ଲିପ୍ସା ଓ ଚାନ୍ଦିନୀ ସାଥି ହୋଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link