Video: ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଲିପ୍ସା, ଦେଖନ୍ତୁ ଏହି ଭିଡି଼ଓ

ଜୀ ଓଡ଼ିଶା ଡେସ୍କ Fri, 22 Sep 2023-9:32 am,

Lipsa Mishra Viral Video: ଓଲିଉଡ଼ ଅଭିନେତ୍ରୀ  ଲିପ୍ସା ମିଶ୍ର (Ollywood Actress Lipsa Mishra) । ଏକାଧିକ ଫିଲ୍ମ, ଆଲବମ୍ ଓ ଟିଭି ସିରିଏଲରେ କାମ କରିଛନ୍ତି ।  ନିଜର ଦମଦାର ଅଭିନୟ ପାଇଁ ଲିପ୍ସା ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଲିପ୍ସାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭାଇରାଲ୍ ହୋଇଥିବା ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଜଣକ San Sanana ଗୀତରେ ରୋମାଣ୍ଟିତ୍ ଅନ୍ଦାଜରେ ଡାନ୍ସ କରୁଛନ୍ତି । ଦେଖନ୍ତୁ ଏହି ଭିଡି଼ଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link