Video: ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ସହ ରାଜରାଜେଶ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 19 Oct 2024-10:42 pm,

Video: ସୁଟିଂ ସେଟ୍ ରେ ଟିକିଏ ଫୁରସତ ମିଳିଲେ କଳାକାରମାନେ ନିଜ ନିଜ ମଧ୍ୟରେ ବିଭିନ୍ନ ପ୍ରକାରର ମଜା ମସ୍ତି କରିଥାନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଅଭିନେତା ରାଜରାଜେଶଙ୍କ ସହିତ ନାଗିନ ଡ୍ୟାନ୍ସ ଖେଳୁଥିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓ ପ୍ରଶଂସକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link