Mamata Nanda Viral Video: କାହା ପାଇଁ ଅଭିନେତା ମନୋଜ ମିଶ୍ରଙ୍କ ଦ୍ବିତୀୟ ପତ୍ନୀ ମମତା ଜାରି କଲେ ଏହି ଭିଡିଓ ? ଦେଖନ୍ତୁ

Narmada Behera Sat, 21 Sep 2024-10:51 am,

Mamata Nanda Viral Video: ଅଭିନେତା ମନୋଜ ମିଶ୍ରଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ମମତା ନନ୍ଦ। ମମତା ଓ ମନୋଜଙ୍କର ନିକଟରେ ବିବାହ ହୋଇଛି। ବିବାହ ପରେ ଖୁବ୍ ଚର୍ଚ୍ଚାରେ ଥିଲେ ଏହି ଦମ୍ପତି। ତେବେ, ଏହାରି ଭିତରେ ମନୋଜଙ୍କ ଦ୍ବିତୀୟ ପତ୍ନୀ ତଥା ଅଭିନେତ୍ରୀ ମମତାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।  କାହା ପାଇଁ ଏହି ଭିଡିଓ ଜାରି କରିଛନ୍ତି ମମତା  । ଦେଖନ୍ତୁ ଏହି ଭିଡିଓକୁ ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link