Video: `ବାଜିଗର` ଗୀତରେ ଅଭିନେତ୍ରୀ ନିହାରିକାଙ୍କ ରିଲ୍ସ ହେଉଛି ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 06 Oct 2023-10:54 pm,

Video: ଓଲିଉଡ ଅଭିନେତ୍ରୀ ତଥା ଡାଏଟିସିଆନ ନିହାରିକା ଦାଶ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । କେବଳ ମିଠା ମିଠା ସିନେମା କି ମ୍ୟୁଜିକ୍ ଭିଡିଓ ସେ ଦର୍ଶକଙ୍କୁ ଭେଟି ଦିଅନ୍ତି ତାହା ନୁହେଁ । ଅନେକ ବଲିଉଡ ଗୀତରେ ରିଲ୍ସ ବନେଇ ସେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଚେଷ୍ଟା କରନ୍ତି । ଅଧିକାଂଶ ଲୋକଙ୍କର ପସନ୍ଦର ଗୀତ 'ବାଜିଗର'ରେ ଏକ ସୁନ୍ଦର ରିଲ୍ସ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଅନେକ ଦର୍ଶକ ଏହି ରିଲସଟିକୁ ପସନ୍ଦ କରିଛନ୍ତି   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link