Video: ସ୍ୱାମୀଙ୍କ ସହ ଓଲିଉଡ ଅଭିନେତ୍ରୀ ନିହାରିକା ଦାଶଙ୍କ ରିଲସ୍, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 01 Oct 2023-9:07 pm,

Video: ବିବାହ ପରେ ସ୍ୱାମୀଙ୍କ ସହିତ ବିଦେଶରେ ରହୁଛନ୍ତି ଓଲିଉଡ ଅଭିନେତ୍ରୀ ତଥା ଡାଏଟିସିଆନ ନିହାରିକା ଦାଶ । ବିଭିନ୍ନ ଗୀତରେ ରିଲସ ତିଆରି କରି ସୋସିଆଲ ମିଡିଆରେ ନିଜର ପ୍ରଶଂସକଙ୍କ ଭଲପାଇବା ସାଉଣ୍ଟୁଛନ୍ତି । ନିହାରିକାଙ୍କ ରିଲ୍ସ ଗୁଡିକ ଖୁବ୍ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link