Video: ସମୁଦ୍ର କୂଳରୁ ଅଭିନେତ୍ରୀ ପୁନମଙ୍କ ଓ ରାଜ୍ ରାଜେଶଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 11 Oct 2024-10:42 pm,

Video: ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ରାଜ ରାଜେଶଙ୍କ ସହ ସମୁଦ୍ର କୂଳରେ ଏକ ରିଲ୍ସ ବନେଇଥିବା ଦେଖିବାକୁ ମିଳିଛି । ପୁନମ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଦୁର୍ଗାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଆପଣଙ୍କୁ । ପୁରୀର ଟାଉନ ହଲରେ 'ଦୁର୍ଗା' ସିନେମା ଦେଖିବା ପାଇଁ ପୁନମ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link