Video: ଅଭିନେତ୍ରୀ ପୁନମ ମିଶ୍ରଙ୍କ ସହ ଗାୟକ ସ୍ୱୟଂମ ପାଢୀ, ଭାଇରାଲ୍ ହେଉଛି ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 04 Oct 2024-8:27 pm,

Video: ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର ଖୁବ କମ ସିନେମାରେ ଅଭିନୟ କରିଥିଲେ ମଧ୍ୟ ନିଜ ନିଆରା ଅନ୍ଦାଜରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି । ଅନ୍ୟପଟେ ଗାୟକ ସ୍ୱୟଂମ ପାଢୀ ମଧ୍ୟ ନିଜ ଦମଦାର କଣ୍ଠସ୍ୱର ପାଇଁ ସଙ୍ଗୀତପ୍ରେମୀଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି । ତେବେ ଅଭିନେତ୍ରୀ ପୁନମ ଏବଂ ଗାୟକ ସ୍ୱୟଂମ ପାଢୀଙ୍କୁ ଏକାଠି ଦେଖିବାକୁ ମିଳିଛି ଏହି ରିଲ୍ସରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link