Video: ଜବରଦସ୍ତ ରିଲ୍ସ ବନେଇଲେ ଅଭିନେତ୍ରୀ ପୁପୁଲ ଓ ସୋମାଲିନ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 21 Oct 2023-10:44 pm,

Video: ଓଲିଉଡ ଅଭିନେତ୍ରୀ ପୁପୁଲ ଭୁୟାଁଙ୍କ ସହିତ ସୋମାଲିନ ପରିଡାଙ୍କୁ ଏକ ନିଆରା ଗେଟଅପରେ ଦେଖିବାକୁ ମିଳିଛି । ପାର୍ବଣ ଅବସରରେ ଦୁଇ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି । ଶାଢୀ ପିନ୍ଧିବା ସହିତ ବିଭିନ୍ନ ଅଳଙ୍କାରରେ ଦୁହେଁ ଖୁବ ସୁନ୍ଦର ଭାବରେ ସଜେଇ ହୋଇଥିବା ସମୟରେ ଏକ ରିଲ୍ସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରିଲ୍ସଟି ଖୁବ ସୁନ୍ଦର ହୋଇଥିବାରୁ ଉଭୟଙ୍କର ଫ୍ୟାନ୍ସ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link