Riya Dey: ପୁଣିଥରେ ଅଭିନେତ୍ରୀ ରିୟାଙ୍କ ଦେହରେ ଲାଗିଲା ହଳଦୀ, ଜାଣନ୍ତୁ କେବେ ବାହାଘର?

Sat, 06 Apr 2024-6:52 pm,

ପୁଣିଥରେ ହଳଦୀ ଲଗେଇଛନ୍ତି ଅଭିନେତ୍ରୀ ରିୟା ଦେ । ପୁଣିଥରେ ବଧୂ ସାଜିଛନ୍ତି ରିୟା । ଏମିତି ଏକ ଭିଡିଓ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତେବେ ଏଠି କହିରଖୁଛୁ ଯେ, ଅଭିନେତ୍ରୀ ରିୟା ଦେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନାଁ ହେଉଛି ପବିତ୍ର ବନ୍ଧନ। ତେବେ ଏହି ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନ ରେ ଲେଖିଛନ୍ତି Real marriage nuha reel marriage। ଏହି ଭିଡିଓ ଟି ଏବେ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link