Video: ଡଙ୍ଗା ଭିତରେ କ`ଣ କରୁଛନ୍ତି ଅଭିନେତ୍ରୀ ରିୟା ? ଦେଖନ୍ତୁ...

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 25 Sep 2024-2:28 pm,

Video: ଓଲିଉଡ ଓଭିନେତ୍ରୀ ରିୟା ଦେ ନିଜ ଦମଦାର ନୃତ୍ୟ ସମେତ ଜବରଦସ୍ତ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ବିବାହ ପରେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ନିଜ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି ରିୟା । ସେମଧ୍ୟରୁ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଏକ ଡଙ୍ଗା ଭିତରେ ରିୟା ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link