Video: ସାଥି ହୋଇ ଡ୍ୟାନ୍ସ କଲେ ଅଭିନେତ୍ରୀ ଶୀତଲ ଓ ପୁନମ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 04 Nov 2023-7:47 pm,

Video: କେବଳ ଟିଭି କିମ୍ୱା ସିନେମା ପରଦା ନୁହେଁ ବରଂ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଦେବା ପାଇଁ ଅନେକ କଳାକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି । ଅଭିନେତ୍ରୀ ଶୀତଲ ପାତ୍ର ଓ ପୁନମ ମିଶ୍ର ଦୁହେଁ ମିଶି ଏକ ହିଟ୍ ଗୀତରେ ଡ୍ୟାନ୍ସ କରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶୀତଲ ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରି ପୁନମଙ୍କୁ ଟ୍ୟାଗ୍ କରିଛନ୍ତି । ଉଭୟଙ୍କର ଫ୍ୟାନ୍ସମାନେ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link