Odia Heroine Varsha: ସୁନ୍ଦର ଆଉଟ ଫିଟ୍ ରେ ନଜର ଆସିଲେ ଓଲିଉଡ ଅଭିନେତ୍ରୀ ବର୍ଷା

ରଶ୍ମିତା ସାହୁ Mon, 13 Nov 2023-2:01 pm,

ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇପଡ଼ିଥିଲା । ଆଉ ଏଥିରୁ ବାଦ୍ ପଡ଼ିନଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏକ ସୁନ୍ଦର ଆଉଟ ଫିଟ୍ ରେ ନଜର ଆସିବା ସହ ନିଜର ଦୀପାବଳି ପର୍ବକୁ ଏମିତି ପାଳନ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏକ ସୁନ୍ଦର ଆଉଟ ଫିଟ୍ ରେ ନଜର ଆସିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link