Video: ପବିତ୍ର ଦୁର୍ଗା ପୂଜାରେ ଅଭିନେତ୍ରୀ ବର୍ଷାଙ୍କ ଏହି ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 10 Oct 2024-8:01 pm,

Video: ପାର୍ବଣର ପବିତ୍ର ଲଗ୍ନରେ ସବୁଠି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ଭିନ୍ନ ଅନ୍ଦାଜରେ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବର୍ଷାଙ୍କ ଏହି ଲୁକକୁ ଖୁବ ପ୍ରଶଂସା କରିଛନ୍ତି ପ୍ରଶଂସକମାନେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link