Video: କାହା କଥା ଭାବୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ? ଦେଖନ୍ତୁ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 13 Sep 2024-7:27 pm,

Video: ମାତ୍ର କିଛି ସମୟ ତଳେ ଏହି ରିଲ୍ସଟିକୁ ଅପଲୋଡ କରିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ । ରିଲ୍ସଟିରେ ବର୍ଷାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଏକ ମିଠା ଓଡ଼ିଆ ଗୀତରେ ବର୍ଷାଙ୍କ ଲୁକ୍ ଖୁବ ସୁନ୍ଦର ଦେଖାଯାଉଥିବା ଫ୍ୟାନ୍ସମାନେ କମେଣ୍ଟ ବକ୍ସରେ ମତ ଦେଇଛନ୍ତି । ଭିଡିଓଟି ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link