ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ବର୍ଷା ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-2:54 pm,

Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଜଲିଉଡ ଅଭିନେତ୍ରୀ ରାଣୀ ପଣ୍ଡା ବରିଷ୍ଠ ଅଭିନେତା ଅରବିନ୍ଦ ଷଡଙ୍ଗୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ । 'ବବି ଆଉ ବେବି' ସୁଟିଂ ସେଟ୍ ରେ ଏହି ଜନ୍ମଦିନ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆହୁରି ଅନେକ ଅଭିନେତା ସାମିଲ ହୋଇଥିଲେ । ଅଭିନେତ୍ରୀ ବର୍ଷା ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓଟିରେ ଦର୍ଶକ ବିଭିନ୍ ମତାମତ ଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link