Video: ଏପଟେ ଚାଲିଥିଲା ଅନୁଭବଙ୍କ `କର୍ମ` ପ୍ରିମିୟର, ସେପଟେ ବର୍ଷା କରୁଥିଲେ ଏହି କାମ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 09 Oct 2024-9:30 pm,

Video: ଆଜି ରିଲିଜ୍ ହୋଇଛି ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ' । ପ୍ରିମିୟର ଶୋ'ରେ ଯୋଗ ଦେବା ପାଇଁ ଅନେକ କଳାକାର ଆସିଥିବା ସମୟରେ ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ ଏହି ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନବରାତ୍ରୀ ଅବସରରେ Lions club of cuttack petals dandiya କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବର୍ଷା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link