Video: ଓଲିଉଡ ସୁନ୍ଦରୀ କୁକିଜ୍ ସ୍ୱାଇଁଙ୍କ ନୂଆ ରିଲ୍ସ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 08 Oct 2023-8:43 pm,

Video: ପ୍ରଥମେ ଅନେକ ଗୁଡିଓ ମ୍ୟୁଜିକ ଭିଡିଓରେ ନିଜର ଜଲୱା ଦେଖାଇବା ପରେ ଧାରାବାହିକ ଓ ସିନେମାରୁ କୁକିଜଙ୍କ ନିକଟକୁ ଆସୁଛି ଅନେକ ଗୁଡିଏ ଅଫର । ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର କୁକିଜଙ୍କୁ ବଡ଼ ପରଦାରେ ଦେଖିବେ ଦର୍ଶକ । ତେବେ ବର୍ତ୍ତମାନ ପ୍ରତିଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ କୁକିଜ୍ ନୂଆ ନୂଆ ରିଲ୍ସ ବନାଇ ନିଜ ଫ୍ୟାନ୍ସଙ୍କ ମନ ଜିଣୁଛନ୍ତି । କୁକିଜଙ୍କ ଲୁକ୍ ଓ ଡ୍ୟାନ୍ସ ଦର୍ଶକଙ୍କୁ ଖୁବ ଭଲ ଲାଗୁଥିବାରୁ ଭିଡିଓକୁ ଅନେକ ପ୍ରଶଂସା ମିଳୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link