Ollywood Controversy: ଟୁଟୁ ନାୟକ ବହୁ ଯାଗାରେ ମାଡ଼ ବି ଖାଇଛି, ଶ୍ରୀଧର ମାର୍ଥା କହିଲେ ଗୁମର କଥା

Rashmita Sahoo Mon, 09 Sep 2024-6:13 pm,

Ollywood Controversy: ରିଲିଜ ହୋଇଛି ଫିଲ୍ମ I Love You 2। ଯାହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଡିରେକ୍ଟର, ପ୍ରଡ୍ୟୁସର ଓ ଆକ୍ଟର । ପ୍ରଯୋଜକ ଟୁଟୁ ନାୟକଙ୍କ ଚାରିଆଡୁ ଟାର୍ଗେଟ୍ କରାଯାଇଛି। ଅଭିନେତା ମନୋଜ ମିଶ୍ରଙ୍କ ପରେ ଏବେ ସାମ୍ନାକୁ ଆସିଛନ୍ତି ଶ୍ରୀଧର ମାର୍ଥା। ସେ କହିଛନ୍ତି ଏ ଫିଲ୍ମ ମୋତେ ଭଲ ଲାଗିଲାନି। ଏକ ମାଷ୍ଟର ପିସ୍ ମୁଭିକୁ ଏମିତି କରିବା ଦ୍ୱାରା ଦର୍ଶକଙ୍କୁ ଆଘାତ ଲାଗିଛି। ତା ସହ ଟୁଟୁ ନାୟକଙ୍କ ଅନେକ ଗୁମର ଖୋଲିଛନ୍ତି ଶ୍ରୀଧର । ସେକହିଛନ୍ତି ଯେ, କାଷ୍ଟିଂକାଉଚ ରେ ଫସିଥିଲା, ଜେଲ୍ ଯାଇଥିଲା ସେ ମାଡ଼ ବି ଖାଇଛି। ସେ ପ୍ରଡ୍ୟୁସର ନୁହଁ ତାଙ୍କ ବାପା ପ୍ରଡ୍ୟୁସର ଥିଲେ ବୋଲି କହିଛନ୍ତି ଶ୍ରୀଧର ମାର୍ଥା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link