Odia Film: ଆସନ୍ତାକାଲି ନେଦରଲାଣ୍ଡରେ ରିଲିଜ ହେବ ଓଡ଼ିଆ ସିନେମା `ଦଶମ`

Fri, 19 Apr 2024-4:13 pm,

ଆସନ୍ତା କାଲି ୨୦ ତାରିଖ ଦିନ ନେଦରଲାଣ୍ଡ ରେ ରିଲିଜ ହେବ ଓଡ଼ିଆ ସିନେମା ''ଦଶମ''| ନେଦରଲେଣ୍ଡ ର କିନେପୋଲିସ ରେ ରିଲିଜ କରାଯିବ ବୋଲି ସୂଚନା ମିଳିଛି | ପୂର୍ବରୁ ଏହି ଓଡ଼ିଆ ସିନେମା ଦଶମ ଓଡିଶା ରେ ରିଲିଜ ହୋଇସାରିଥିବା ବେଳେ ନେଦରଲେଣ୍ଡ ରେ ଏହା ପ୍ରଥମ କରି ୨୦ ତାରିଖ ଦିନ ରିଲିଜ କରାଯିବ ବୋଲି ସୂଚନା ମିଳିଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link