Video: ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 30 Sep 2024-7:29 pm,

Video: ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କର ସମ୍ପର୍କ ପ୍ରାୟ ସମସ୍ତେ ଜାଣନ୍ତି । ଅଭିଜିତ ମଜୁମଦାର ଅନ୍ତରାଙ୍କୁ ଅନେକ ଗୀତରେ ଗାଇବା ପାଇଁ ସୁଯୋଗ ଦେଇଛନ୍ତି । କେବଳ ସେତିକି ନୁହେଁ, ଅନ୍ତରାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ମଧ୍ୟ ଅଭିଜିତଙ୍କ ଅତି ଆପଣାର ବ୍ୟକ୍ତି । ଅନେକ ସମୟରେ ଷ୍ଟୁଡିଓରେ ରେକର୍ଡିଂ ସମୟରେ ଅନ୍ତରାଙ୍କ ସହ ଅଭିଜିତ ନଜର ଆସିଥାନ୍ତି । ତେବେ ବର୍ତ୍ତମାନ ନୂଆ ଗୀତରେ ଅନ୍ତରା ଏବଂ ଅଭିଜିତଙ୍କ ଏକ ରିଲ୍ସ ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link