Video: କଣ୍ଠଶିଳ୍ପୀ ଅନ୍ତରା ଓ ସ୍ୱୟଂମଙ୍କ ରିଲ୍ସ, `ଆ ଲେଖିବା ପ୍ରେମ ରଚନା`

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Oct 2023-9:59 pm,

Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସ୍ୱୟଂମ ପାଢୀଙ୍କ ଯୋଡିକୁ ନେଇ କେବଳ ଓଲିଉଡ ନୁହେଁ ବରଂ ସଂଗୀତପ୍ରେମୀମାନେ ମଧ୍ୟ ଖୁବ ଚର୍ଚ୍ଚା କରିଥାନ୍ତି । ଅନେକ ସମୟରେ ବିଭିନ୍ନ ଗୀତ ଓ ରିଲ୍ସ ମାଧ୍ୟମରେ ଏହି ଯୋଡ଼ିଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଅନ୍ତରା ଓ ସ୍ୱୟଂମଙ୍କ ରିଲ୍ସ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବା ସହିତ ଦର୍ଶକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥାନ୍ତି । ଉଭୟଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତ୍ୱ ଥିବା କଥା ରିଲ୍ସରୁ ସ୍ପଷ୍ଟ ଭାବରେ ବାରିହୋଇଯାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link