Video: ମାଆ ଦୁର୍ଗାଙ୍କୁ ନିମନ୍ତ୍ରଣ କରୁଛନ୍ତି ଓଲିଉଡ ଗାୟିକା ଜ୍ୟୋତିର୍ମୟୀ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Oct 2023-9:32 pm,

Video: ବର୍ତ୍ତମାନ ସବୁଠି ପାର୍ବଣର ଉତ୍ସବ । ଏହାରି ମଧ୍ୟରେ ଓଲିଉଡ କଳାକାରମାନେ ମଧ୍ୟ ନିଜସ୍ୱ ଶୈଳୀରେ ମାଆଙ୍କର ଆରାଧନା କରୁଥିବା ଦେଖିବାକୁ ମିଳିଛି । ଓଲିଉଡ ଗାୟିକା ଜ୍ୟୋତିର୍ମୟୀ ନାୟକ ଦୁର୍ଗା ପୂଜା ଅବସରରେ ଏକ ସୁନ୍ଦର ରିଲ୍ସ ତିଆରି କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିବା ବେଳେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ମାଆଙ୍କ ପୂଜା ସମୟରେ ଏପରି ରିଲ୍ସକୁ ଦେଖି ଜ୍ୟୋତିର୍ମୟୀଙ୍କ ଫ୍ୟାନ୍ସମାନେ ପ୍ରଶଂସା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link