Video: ଶାରଦୀୟ ପୂଜା ଅବସରରେ ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 21 Oct 2023-8:25 pm,

Video: ବର୍ତ୍ତମାନ ସବୁଠି ପାର୍ବଣର ଉତ୍ସବକୁ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ଓଲିଉଡ ଅଭିନେତ୍ରୀମାନେ ମଧ୍ୟ ନିଜସ୍ୱ ଶୈଳୀରେ ଫଟୋ ଓ ଭିଡିଓ ନିଜ ଫ୍ୟାନ୍ସଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଏକ ନିଆରା ଭିଡିଓ ପ୍ରସ୍ତୁତ କରି ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଏହି ଭିଡିଓଟି ଅପଲୋଡ ହେବାର କିଛି ସମୟ ମଧ୍ୟରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ବର୍ଷାଙ୍କ ଫ୍ୟାନ୍ସ ସମେତ ଓଲିଉଡ କଳାକାରମାନେ ଭିଡିଓଟିକୁ ଖୁବ୍ ପ୍ରଶଂସା କରୁଛନ୍ତି । ଭିଡିଓରେ ବର୍ଷା ଶାଢୀ ପିନ୍ଧି ମାଆ ଦୁର୍ଗାଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link