Video: ମେଲୋଡି ମଞ୍ଚରେ ଓଲିଉଡ ଗାୟିକା ଅନ୍ତରାଙ୍କ କମାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 25 Oct 2023-7:17 pm,

Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓଲିଉଡ ସମେତ ସଂଗୀତପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିଜର ସୁମଧୁର ସ୍ୱର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ କଣ୍ଠରୁ ଲାଇଭ୍ ଶୁଣିବାକୁ ମେଲୋଡି ମଞ୍ଚ ନିକଟରେରେ ଲାଗିଥାଏ ସଂଗୀତପ୍ରେମୀଙ୍କ ଭିଡ଼ । ସେଥିପାଇଁ କେବଳ ରାଜ୍ୟ ନୁହେଁ ବରଂ ଦେଶ ବିଦେଶରେ ମଧ୍ୟ ସଂଗୀତ ପରିବେଶଣ କରିବା ପାଇଁ ଅନ୍ତରାଙ୍କ ପାଖକୁ ଆସିଥାଏ ଡକରା। ନିକଟରେ ଦଶହରା ସମୟରେ ଏକ ମେଲୋଡି କାର୍ଯ୍ୟକ୍ରମର ଭିଡିଓ ସେୟାର କରିଛନ୍ତି ଅନ୍ତରା ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link