Video: ବାରିପଦା ମଟନ୍ ମୁଢି ଖାଇ ଏମିତି କହିଲେ କଣ୍ଠଶିଳ୍ପୀ ଅନ୍ତରା

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 24 Sep 2024-8:30 pm,

Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିଜ ସାଥୀଙ୍କ ସହ ବାରିପଦାରେ ପ୍ରସିଦ୍ଧ ମଟନ୍ ଏବଂ ମୁଢିର ମଜା ନେଇଛନ୍ତି । ମୁଢି ସହ ମଟନ ଖାଇବା କେତେ ମଜେଦାର ଥିଲା ସେ ସମ୍ପର୍କରେ ନିଜ ଅଭିଜ୍ଞତା ପରିପ୍ରକାଶ କରିଛନ୍ତି ଅନ୍ତରା । ଏକ ଭିଡିଓ ପ୍ରସ୍ତୁତ କରି ଅନ୍ତରା ନିଜ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link