ଝାଞ୍ଜିର୍ ମଙ୍ଗଳାରୁ ବିଡାନାସୀ କାହିଁକି ଯାଉଥିଲେ ଅନ୍ତରା ? କହିଦେଲେ ଖୋଲା କଥା

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 10 Nov 2024-10:55 pm,

Video: ଓଲିଉଡ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ନିଜ ଫ୍ୟାନ୍ସମାନଙ୍କ ସହ ଅନେକ କିଛି ସେୟାର କରନ୍ତି । ନିକଟରେ ସିଡିଏ ସେକ୍ଟର ୮ରେ ଫାଷ୍ଟଫୁଡ ଖାଉଥିବା ସମୟରେ ଅନ୍ତରା କହିଛନ୍ତି ଯେ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଷ୍ଟୁଡିଓ ପାଖରେ ଥିବା ଏକ ଷ୍ଟ୍ରିଟ୍ ଫୁଡ୍ ଦୋକାନରୁ ସେ ଅନେକ ସମୟରେ ଖାଇଥାନ୍ତି । କାରଣ ସେଠାକାର ଫିଙ୍ଗର୍ ଚିକେନ୍ ପକୋଡା ତାଙ୍କୁ ଖୁବ ଭଲ ଲାଗେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link