Video: କଣ୍ଠଶିଳ୍ପୀଙ୍କ ସହ ଅଭିନେତ୍ରୀଙ୍କ ରିଲ୍ସ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 13 Oct 2023-11:15 am,

Video: ଅଭିନେତ୍ରୀ ଲିପି ନିଜର ପୁରୁଣା ଆଲବମ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ଟିଭି ପରଦାରେ ନିୟମିତ ଭାବରେ ଲିପିଙ୍କୁ ଆପଣ ଦେଖୁଥିବେ ଜୀ ସାର୍ଥକର 'ଦିଦି ନମ୍ୱର ୧' କାର୍ଯ୍ୟକ୍ରମରେ । ଲିପି ନିଜ ଶୋକୁ ବିଭିନ୍ନ ବର୍ଗର ଅତିଥିଙ୍କୁ ନିମନ୍ତ୍ରଣ କରିଥାନ୍ତି । ନିକଟରେ ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଲିପିଙ୍କୁ ଭେଟିଥିଲେ । ଉଭୟେ ମିଶି ଜ୍ୟୋତି ଗାଇଥିବା ଗୀତରେ ଏକ ରିଲ୍ସ ପ୍ରସ୍ତୁତ କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link