Akash Arindam: ମୈଦାନରେ କୋଳାକୋଳି ହେଲେ ଆକାଶ ଓ ଅରିନ୍ଦମ, ଦେଖନ୍ତୁ ଭିଡିଓ

Sun, 07 Apr 2024-6:39 pm,

କିଛିଦିନ ତଳେ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଥିଲା। ଗୋଟି ଗୋଟି କରି ସବୁ ସିନେଷ୍ଟାର ମାନେ ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ସାମିଲ ହୋଇଥିଲେ। ଅଭିନେତାରୁ ନେତା ସାଜିଥିବା ଆକାଶ ଦାସ ନାୟକଙ୍କୁ ବିଜେପି ଯାଜପୁର ଜିଲ୍ଲା କୋରେଇରୁ ପ୍ରାର୍ଥୀ କରିଛି। ଯାହା ଫଳରେ ଆକାଶ ଦାସ ନାୟକ ନିଜର କ୍ୟାମ୍ପେନିଂ କୁ ଜୋରଦାର କରିଦେଇଛନ୍ତି। ଆଉ ମୈଦାନରେ ଏକାଠି ନଜର ଆସିଥିଲେ ଓଲିଉଡ ଷ୍ଟାର ଅରିନ୍ଦମ ରୟ ଓ ଆକାଶ ଦାସ ନାୟକ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link