Video: ଦୂତି ଚାନ୍ଦଙ୍କ ଭିଡିଓ ଭାଇରାଲ୍, ସାଙ୍ଗଙ୍କ ସହ କରୁଛନ୍ତି ଏମିତି ମସ୍ତି

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 09 Oct 2024-10:53 pm,

Video: କ୍ରୀଡା ମାଧ୍ୟମରେ ଅନେକ ସଫଳତା ସାଉଣ୍ଟି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଦୌଡ଼ ରାଣୀ ଦୂତି ଚାନ୍ଦ । କ୍ରୀଡା ପାଇଁ ସେ ଯେତିକି ଚର୍ଚ୍ଚାରେ ନିଜ ପ୍ରେମ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି ଦୂତି । ନିକଟରେ ଦୂତିଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଗାଁରେ ଖୁଦୁରୁକୁଣୀ ମେଢ ଭସାଣୀ ସମୟରେ ନିଜ ସାଙ୍ଗସାଥୀଙ୍କ ସହ ଦୂତି ନାଚୁଥିବାର ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link