Deepautsav: ଅଯୋଧ୍ୟା ସରୋବର କୂଳରେ ଜଳିଲା ଏକ ଲକ୍ଷ ଏଗାର ହଜାର ଶହେ ଏଗାର ଦୀପ

Tue, 23 Jan 2024-3:39 pm,

Deepautsav: ସମ୍ବଲପୁର ଅଯୋଧ୍ୟା ସରୋବର କୂଳ ରେ ଜଳିଲା ଏକ ଲକ୍ଷ ଏଗାର ହଜାର ଶହେ ଏଗାର ଦୀପ |ମହାନଦୀ ଆଳତି ସହ ବନାରସ ପଣ୍ଡିତ କଲେ ପୂଜାର୍ଚନା |ସାମିଲ ହେଲେ ସମ୍ବଲପୁର ର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ |ଏଥର ପ୍ରତ୍ୟେକ ବର୍ଷ ଜାନୁଆରୀ ୨୨ ତାରିଖ ରେ ଆଉ ଏକ ଦୀପାବଳି ହେବ ବୋଲି ସୂଚନା ରହିଛି | ଏହାକୁ ଆୟୋଜନ କରିଥିବା ମାରୱାଡି ୟୁଵା ମଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link