Elephant Attack Video: ହାତୀ ଆକ୍ରମଣରେ ଜଣେ ମୃତ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Thu, 17 Oct 2024-6:05 pm,

Elephant Attck Video: କେନ୍ଦୁଝରରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ଏଲିଫୋନ୍ଟ ସ୍କ୍ୱାର୍ଡ ର ବସନ୍ତ ମହାନ୍ତ ମୃତ। ଗତକାଲି ବିଳମ୍ବିତ ରାତିରେ ସଦର ରେଞ୍ଜର ଝାରବେଡ଼ା ଗାଁ ନିକଟରେ ଏକ ୭ ଟିକିଆ ବଣୁଆ ହାତୀ ପଲଙ୍କ ଉପରେ ନଜର ରଖିଥିବା ସମୟରେ ହାତୀ ଆକ୍ରମଣର ହୋଇଥିଲେ ଶିକାର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link