Pakistan Blast Video: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୯ ମୃତ ଅନେକ ଆହତ
Jul 30, 2023, 20:26 PM IST
Pakistan Blast: 39 dead, 200 injured in bombing at Khyber Pakhtunkhwa political Rally । ପାକିସ୍ତାନରେ ବିସ୍ଫୋରଣରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୨ ଶହରୁ ଅଧିକ ଏଥିରେ ଆହତ ହୋଇଛନ୍ତି । ଏକ ପଲିଟିକାଲ ରାଲିରେ ଏହି ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ବ୍ଲାଷ୍ଟର ଭିଡିଓ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପାକିସ୍ତାନର ଖାଇବର ପଖନତ୍ୱାର ବିସ୍ଫୋରଣ ପରର ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି।