Pakistan Cricketer: ଦ୍ୱିତୀୟ ଥର ବାହା ହେଲେ ପାକିସ୍ତାନ କ୍ରିକେଟର ସାହିନ୍ ଆଫ୍ରିଦି, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Fri, 22 Sep 2023-12:40 pm,

Pakistan Cricketer: ଦ୍ୱିତୀୟ ଥର ବାହା ହେଲେ ପାକିସ୍ତାନ କ୍ରିକେଟର ସାହିନ୍ ଆଫ୍ରିଦି। ପ୍ରଥମ ଥର ବିବାହ କରିଥିବା ସାହିଦ୍ ଆଫ୍ରିଦଙ୍କ ଝିଅଙ୍କୁ ପୁଣି ଥରେ ବିବାହ କରିଛନ୍ତି ସାହିନ୍। ପ୍ରଥମ ଥର ଏକ ଛୋଟ ଭୋଜି ଭାତର ଆୟୋଜନ କରି ଏହି ବିବାହଟି ମହୋତ୍ସୋବଟି ସାରି ଦେଇଥିବାରୁ ଆଉଥରେ ଏକ ବଡ଼ ସେରିମନିର ଆୟୋଜନ କରି ସେ ଏହାକୁ ସେଲିବ୍ରେଟ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link