Man Begs On Plane: ବିମାନ ଭିତରେ ଭିକ ମାଗିଲେ ପାକିସ୍ତାନୀ ବ୍ୟକ୍ତି, ଜାଣନ୍ତୁ କାରଣ

Sat, 15 Jul 2023-3:43 pm,

Pakistani man begs on plane, says he needs money for Build Madrasa । କିଛି ଘଣ୍ଟା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିମାନରେ ତାଙ୍କ ସହ-ଯାତ୍ରୀମାନଙ୍କୁ ଟଙ୍କା ଦାନ କରିବାକୁ କହିଥିବା ଫ୍ଲାଏୟାରର ଫୁଟେଜ ବହୁଳ ଭାବରେ ସେୟାର କରାଯାଇଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ବ୍ୟକ୍ତି ବିମାନରେ ଥିବା ଯାତ୍ରୀମାନଙ୍କୁ ତାଙ୍କୁ ଟଙ୍କା ଦେବାକୁ କହୁଥିବା ଦେଖାଯାଇଛି। ଏହି ବ୍ୟକ୍ତି ସ୍ପଷ୍ଟ କରିଛନ୍ତି ଯେ ସେ ଭିକ ମାଗୁନାହାଁନ୍ତି, ବରଂ ଲାହୋରରେ ଏକ ମଦ୍ରାସା ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link