Funny Video: ଶଙ୍ଖ ନଥିବାରୁ ମୁହଁରେ ଶଙ୍ଖପରି ଶବ୍ଦ କରି ବାହାଘରେ କରିଦେଲେ ବ୍ରାହ୍ମଣ; ଦେଖନ୍ତୁ ଏହି ଭିଡିଓ

ଜୀ ଓଡ଼ିଶା ଡେସ୍କ Tue, 06 Jun 2023-8:14 pm,

Funny video: ଆପଣ ଭିଡିଓଟିକୁ ଭଲଭାବେ ଦେଖଲେ ଜାଣିପାରିବେ ଯେ ଜଣେ ବ୍ରାହ୍ମଣ କିପରି ନିଜ ପାଟିରୁ ଶଙ୍ଖର ଶବ୍ଦ ବାହାର କରୁଛନ୍ତି । ସେଠାରେ ବସିଥିବା ଲୋକମାନେ ହସି ହସି ମଧ୍ୟ କାନ୍ଦି ପକାଇଲେ । ଆପଣ ଦେଖନ୍ତୁ ଏହି ମଜାଳିଆ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link