Papu Pompom Viral Video: ପ୍ରେମରେ ଧୋକା ପାଇଲେ ପପୁ ପମପମ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

ପ୍ରିୟମ୍ବଦା ରଣା Wed, 25 Sep 2024-1:51 pm,

Viral Video: କମେଡିଆନ ପପୁ ପମ୍-ପମ୍ ନିଜର ନିଆରା ଅନ୍ଦାଜ ଓ ମଜାଦାର ଭିଡିଓ ପାଇଁ ଓଡ଼ିଆ ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି। ଲୋକେ ତାଙ୍କର ଗୀତ ଶୁଣିବା ଓ କମେଡି ଭିଡିଓକୁ ବେଶ୍ ପସନ୍ଦ କରିଥାନ୍ତି। ସେ ଏକା ଧାରରେ ଜଣେ ଓଡ଼ିଶା ହାସ୍ୟ କଳାକାର ସହ ଅଭିନେତା, ଗାୟକ, ଓ ସଂରଚକ। ସେ ନିଜ ଇନଷ୍ଟା ଏକ ମଜାଦାର ଡାନ୍ସ ଭିଡିଓ ଛାଡ଼ିଛନ୍ତି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଜିବେ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link