Parineeti singing video: ପଞ୍ଜାବୀ ଗୀତ ଗାଇଲେ ପରିଣୀତି ଚୋପ୍ରା, ଭିଡ଼ିଓ ଭାଇରାଲ

Payal Priyadarshini Sun, 20 Aug 2023-3:05 pm,

ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଗୀତ ଗାଇବାର ତ ଆପଣ ଶୁଣିଥିବେ ନିଶ୍ଚୟ । ତେବେ ନିକଟରେ ଅଭିନେତ୍ରୀ ଏକ ପଞ୍ଜାବୀ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଭିଡ଼ିଓରେ ପରିଣୀତି ବେଶ ସୁନ୍ଦର ଭାବେ ଏହି ପଞ୍ଜାବୀ ଗୀତଟି ଗାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓକୁ ଅଭିନେତ୍ରୀ ନିଜ ଟ୍ବିଟର ହାଣ୍ତେଲରେ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link